ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ଇଡିର ସାନି ସମନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପୁଣି ଏକ ସାନି ନୋଟିସ ଜାରି କରିଛି । କୋଭିଡ -୧୯ ଆକ୍ରାନ୍ତ ହୋଇଥିବା ସୋନିଆ ଗାନ୍ଧୀଙ୍କୁ ଏକ ନୂତନ ନୋଟିସ୍ ଜାରି କରାଯାଇଛି । ଇଡି ଜୁନ ୨୩ରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ କରିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ସୋନିଆ ଗାନ୍ଧୀଙ୍କୁ ଜୁନ୍ ୮ରେ ହାଜର ହେବାକୁ ଇଡି ନୋଟିସ୍ ଜାରି କରିଥିଲା । କିନ୍ତୁ ଜୁନ୍ ୩ରେ ସୋନିଆ ଗାନ୍ଧୀଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା । ତେଣୁ ଇଡି ନିକଟରେ ହାଜର ହେବାକୁ ସୋନିଆ ଅଧିକ ସମୟ ମାଗିଥିଲେ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.