ସୋନପୁରର ଯୁବକଙ୍କ ବାଇକ୍‌ରେ ଅଯୋଧ୍ୟା ଯାତ୍ରା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମୋଟର ସାଇକଲିଷ୍ଟ ଅଫ ସୁବର୍ଣ୍ଣପୁରର ସଦସ୍ୟ ତଥା ଯୁବ ବାଇକ୍ ଚାଳକ ସୋନପୁରର ବିଭୁ ପ୍ରସାଦ ମହାପାତ୍ର ବାଇକ୍‌ରେ ସୁଦୂର ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତର ବାର୍ତ୍ତା ନେଇ ତଥା ଶାନ୍ତି, ମୈତ୍ରୀ ଓ ସଦ୍‌ଭାବ ରକ୍ଷା ପାଇଁ ସେ  ରାମେଶ୍ବର ସଙ୍ଗମସ୍ଥଳରୁ ସକାଳୁ ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି। ସେ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିବା ଆଶା ରଖିଥିବା କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.