ପୁରୁଷୋତ୍ତମପୁର ବ୍ଲକରେ ଓଡିଶା ବନ୍ଦ ହେଲା ସଫଳ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ଓଡ଼ିଶା ବନ୍ଦ ଡାକରା ଦେଇଥିଲେ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ । ଏଥିରେ ଆଠ ଗୋଟି ଦଳ ସାମିଲ ହୋଇଛନ୍ତି ସେମଧ୍ୟରୁ କଂଗ୍ରେସ ସହିତ ବିଜେଡି , ସି ପି ଆଇ ଓ ସି ପି ଆଇ (ଏମ) ଙ୍କ ସହିତ ଅନ୍ୟାନ୍ୟ ୬ ଗୋଟି ଦଳ | ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶୀଙ୍କ ପ୍ରତି ନିର୍ଯ୍ୟାତନା ହୋଉ ଥିବା ଏବଂ ତାଙ୍କର ବାରମ୍ବାର ଅଭିଯୋଗ ସତ୍ତ୍ୱେ ସରକାର, ପ୍ରଶାସନ, କର୍ତ୍ତୁପକ୍ଷଙ୍କ ଠାରୁ ନ୍ୟାୟ ନ ମିଳିବାରୁ ନିଜ ଜୀବନକୁ ନିଜେ ବାଜିରେ ଲଗେଇ ଦେଲେ । କିନ୍ତୁ ଏଠି ବାରମ୍ବାର ପ୍ରତ୍ୟେକ ଦିନ ଓଡ଼ିଶାରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ, ହତ୍ୟା ଘଟି ଚାଲିଥିଲେ ମଧ୍ୟ ସରକାର ନାରୀଙ୍କୁ ସୁରକ୍ଷା ଦବାରେ ସମ୍ପୂର୍ଣ୍ଣ ଭାବରେ ବିଫଳ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର । ସେଥିଲାଗି ଦୋଷୀଙ୍କୁ ଯେଉଁଭଳି ଭାବେ କଠୋର ରୁ ଅତି କଠୋର ଦଣ୍ଡ ଦିଆଯିବ ଏବଂ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ର ଯୁବନେତା ତଥା ଓ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିତ୍ରସେନ ବେହେରା(ଉଜ୍ଜ୍ୱଳ) ଭାଇଙ୍କ ନେତୃତ୍ୱରେ ଆଜି ବନ୍ଦ ଡାକରା ଦିଆଯାଇଛି | ଏହି ବନ୍ଦ ଡ଼ାକରାରେ ପୁରୁଷୋତ୍ତମ ପୁର ର ସମସ୍ତ ଦୋକାନ ବଜାର, କଲେଜ, ବସ୍ ଚଳାଚଳ ଏବଂ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା | ଏପରିକି ସରକାର ଙ୍କ ମୋବସ ମଧ୍ୟ ଚାଲି ପାରିଲା ନାହିଁ | ଆଜି ପୁରୁଷୋତ୍ତମ ପୁର ସହରରେ ଏହି ବନ୍ଦ ଡାକରା ସମ୍ପୂର୍ଣ ରୂପେ ସଫଳ ହୋଇଥିଲା | ପୁରୁଷୋତ୍ତମ ପୁର ସହରର ସମସ୍ତ ଦୋକାନ ବଜ଼ାର ଏବଂ ସହର ବାସି ଏହି ଦୁଖଦ ଘଟଣାକୁ ସମର୍ଥନ ଜଣେଇଥିଲେ | ଆଜିର ଏହି ରାଲିରେ କଂଗ୍ରେସ ର ପୂର୍ବତନ ନଗର ସଭାପତି ମନୋରଞ୍ଜନ ଦାଆଜି ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ।ଏଥିରେ ସାମିଲ ହୋଇଛନ୍ତି ବି ଜେ ଡି, ସି ପି ଆଇ ଓ ସି ପି ଆଇ (ଏମ) ଙ୍କ ସହିତ ଅନ୍ୟାନ୍ୟ ୬ ଗୋଟି ଦଳ | ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶୀଙ୍କ ପ୍ରତି ନିର୍ଯ୍ୟାତନା ଘଟିଥିବା ଏବଂ ତାଙ୍କର ବାରମ୍ବାର ଅଭିଯୋଗ ସତ୍ତ୍ୱେ ସରକାର, ପ୍ରଶାସନ, କର୍ତ୍ତୁପକ୍ଷଙ୍କ ଠାରୁ ନ୍ୟାୟ ନ ମିଳିବାରୁ ନିଜ ଜୀବନକୁ ନିଜେ ବାଜିରେ ଲଗେଇଦେଲେ । କିନ୍ତୁ ଏଠି ବାରମ୍ବାର ପ୍ରତ୍ୟେକ ଦିନ ଓଡ଼ିଶାରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ, ହତ୍ୟା ଘଟି ଚାଲିଥିଲେ ମଧ୍ୟ ଏ ସରକାର ନାରୀଙ୍କୁ ସୁରକ୍ଷା ଦବାରେ ସମ୍ପୂର୍ଣ୍ଣ ଭାବରେ ବିଫଳ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର । ସେଥିଲାଗି ଦୋଷୀଙ୍କୁ ଯେଉଁଭଳି ଭାବେ କଠୋର ରୁ ଅତି କଠୋର ଦଣ୍ଡ ଦିଆଯିବ ଏବଂ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଖଲ୍ଲିକୋଟ କଂଗ୍ରେସ ତରଫରୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ଓ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିତ୍ରସେନ ବେହେରା(ଉଜ୍ଜ୍ୱଳ) ଭାଇଙ୍କ ନେତୃତ୍ୱରେ ଆଜି ବନ୍ଦ ଡାକରା ଦିଆଯାଇଛି | ଏହି ବନ୍ଦ ଡ଼ାକରାରେ ପୁରୁଷୋତ୍ତମପୁର ର ସମସ୍ତ ଦୋକାନବଜାର, କଲେଜ, ବସ୍ ଚଳାଚଳ ଏବଂ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା | ଆଜି ପୁରୁଷୋତ୍ତମପୁର ସହରରେ ଏହି ବନ୍ଦ ଡାକରା ସମ୍ପୂର୍ଣ ରୂପେ ସଫଳ ହୋଇଥିଲା | ପୁରୁଷୋତ୍ତମପୁର ସହରର ସମସ୍ତ ଦୋକାନ ବଜ଼ାର ଏବଂ ସହର ବାସି ଏହି ଦୁଖଦ ଘଟଣାକୁ ସମର୍ଥନ ଜଣେଇଥିଲେ |ଏହି କାର୍ଯ୍ୟକ୍ରମ ରେ ମନୋରଞ୍ଜନ ଦାଶ ଙ୍କ ସହିତ ସୁଶାନ୍ତ ଗୌଡ଼,ମଲ୍ଲିକେଶ୍ୱର ଦାଶ,କମ୍ୟୁନିଷ୍ଟ ପାର୍ଟିର ସତ୍ୟ ମହାପାତ୍ର,ପ୍ରକାଶ ଚନ୍ଦ୍ର ବେହେରା ଏବଂ ଅନ୍ୟାନ୍ୟ ନେତା,କର୍ମୀ ମାନେହାତରେ ତ୍ରିରଙ୍ଗା ପତାକା ଧରି କାଳୀମନ୍ଦିର ଛକଠାରୁ କୁମ୍ଭାରୀ ପର୍ଯ୍ୟନ୍ତ ଯାଇ ଶାନ୍ତି ଶୃଙ୍ଖଳା ସହିତ ଦୋକାନ ବଜାର ବନ୍ଦ କରି ବନ୍ଦକୁ ସଫଳ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ରାଜେଶ ନାୟକ ଙ୍କ ସହ ସବୁଥନା ଷ୍ଟାଫ ଉପସ୍ଥିତ ରହି କିଛି ଅଘଟଣ ଘଟିବା ଉପରେ ନଜର ରଖି ଥିଲେ ||

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.