ସରଗୁଲ ମାଲପଡା ବିଜୁ ଯୁବ ବାହିନୀ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ 

କଳାହାଣ୍ଡି ୧୨/୦୯ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଜ୍ଞାନ ଭାରତୀ ପରିସରେ ବିଜୁ ଯୁବ ବାହିନୀ ସରଗୁଲ ମାଲପଡା ଦ୍ବାରା ‘ସବୁଜ ବନାନୀ’ କାର୍ଯ୍ୟକ୍ରମ ଅନ୍ତର୍ଗତ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଧନେଶ୍ବର ମାଝୀ, ସମ୍ମାନିତ ଅତିଥି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶିନୀ ମିର୍ଧା ଉପସ୍ଥିତ ରହି ବୃକ୍ଷ ରୋପଣ ଉପରେ ଜ୍ଞାନ ଭାରତୀର ଛାତ୍ରଛାତ୍ରୀ, ବିଜୁବାହିନୀ ସଭ୍ୟ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଗୌର କିଶୋର ରଣା, ସମିତି ସଭ୍ୟ ଯଶୋବନ୍ତ ସାହୁ,ବବିକ୍ରମ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Udyog Nursery
Udyogi Nursery

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.