ଯୁବ ସାମ୍ବାଦିକ ସରୋଜ ଲେଙ୍କାଙ୍କ ଅକାଳ ବିୟୋଗ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଆର ପାରିରେ ଯୁବ ସାମ୍ବାଦିକ ସରୋଜ ଲେଙ୍କା । ବୈପାରୀଗୁଡା ବ୍ଲକର ସକ୍ରିୟ ଯୁବ ସାମ୍ବାଦିକ ସରୋଜ ଲେଙ୍କା ଆଜି ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁବରଣ କରିଛନ୍ତି ‌। ସେ ଓଏନଏ ଖବରରେ କାମ କରୁଥିଲେ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସେଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଓଏନଏ ପରିବାରରେ ଶୋକର ଛାୟା ଖେଳି ଯାଇଅଛି । ଏହି ଯୁବ ସାମ୍ବାଦିକଙ୍କ ଆକସ୍ମିକ ମୃତ୍ୟୁ ବରଣ ନେଇ କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.