ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧର ମିଳିତ ଅନୁକୂଳ୍ଯରେ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଯୁରାବନ୍ଧ ଠାରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁରାବନ୍ଧ ଗ୍ରାମକୁ ସବୁଜ ସୁନ୍ଦର କରିବା ସହିତ ଗଛ ଗୁଡ଼ିକର ଯତ୍ନ ନେବା, ଲୋକମାନଙ୍କୁ ପରିବେଶ। ବିଷୟରେ ସଚେତନ କରିବା, ବୋଲି ସପଥ ପାଠ କରିଥିଲେ । ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ଆନନ୍ଦ ସେଠି, ବଙ୍ଗୋମୁଣ୍ଡା ବ୍ଳକ ସ୍ବେଚ୍ଛାସେବୀ ଜଗନ୍ନାଥ ବେହେରା, ସଂଘର ସଂପାଦକ ଲିଙ୍ଗରାଜ ପୋଡ, ସୋନୁ ଛତ୍ରିଆ, ସୁରୁ ପୋଡ, ମଣ୍ଟୁ ପୋଡ, ସେନ ପୋଡ, ପ୍ରିୟାଂଶୁ ପୋଡ, ଟିକେରାମ ହଂସ, ସ୍କୁଲର ସମସ୍ତ ଶିକ୍ଷକ, ଛାତ୍ର ଛାତ୍ରୀ ଓ ସଂଘର ସମସ୍ତ ସଦସ୍ଯମାନେ ଉପସ୍ଥିତ ରହି ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିଥିଲେ ।