କନ୍ଧକେଲ ଗାଁରେ ଗ୍ରାମାଞ୍ଚଳ ଏସ୍.ବି. କ୍ରିକେଟ ଟୁର୍ଣ୍ଣାମେଣ୍ଟ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ଅନ୍ତର୍ଗତ କନ୍ଧକେଳ ଗାଁ ଏସ୍. ବି ଖେଳ ପଡିଆ ଠାରେ ଏସ୍. ବି କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଷୋହଳ ଟି ଦଳ ଅଂଶଗ୍ରହଣ କରିବେ ଏବଂ ପ୍ରଥମ ଦିନ ରୁଣିମହୁଲ, ଦେଓଗାଁ, ଭଦ୍ରା, ବଡମୁଣ୍ଡା ଦଳ ଖେଳିଥିଲେ । ଶ୍ରୀଯୁକ୍ତ ବାଳି ଭୋଇ ମ୍ଯାଚ ଶୁଭାରମ୍ଭ କରିଥିବା ବେଳେ ଟିକେଳାଳା ମେହେର ଯୁବ ସାମ୍ବାଦିକ ଶୁଶାନ୍ତ ମେହେର, ଇଶ୍ବର ମେହେର, ଝସକେତନ ମେହେର ଆତିଥ୍ଯ ଗ୍ରହଣକରିଥିଲେ । ରାକେଶ ଓ ବିକି ଖେଳ ପରିଚାଳନା କରିଥିବା ବେଲେ ଆକାଶ ପାତ୍ର ସ୍କୋରବୋର୍ଡ ଓ ଭିମ ଧାରା ବିବରଣି ପ୍ରଦାନ କରିଥିଲେ । ଏଥିରେ ଏସ୍. ବି କ୍ରିକେଟ କ୍ଳବ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.