ଧାନ ବିଲରେ ଗୋରୁ ଛାଡ଼ିଲେ ଚାଷୀ

କଳାହାଣ୍ଡି,୩/୧୨: ରୋଗପୋକ ଦାଉରୁ ରକ୍ଷା କରିପାରିନଥିବା ତଥା ଧାନ ଅମଳ ବେଳକୁ ଧାନ ଫସଲ ଠିକ ହେଇନଥିବାରୁ ନିଜ ଚାଷ ଜମିରେ ଗୋରୁ ପଲ ଛାଡ଼ିଲେ ସ୍ଥାନୀୟ ପାଇକପଡ଼ାର ଚାଷୀ ବାବୁଲା ଡ଼ାକୁଆ । ଧାନ ପାଇଁ ପରିଶ୍ରମ ସହ ଅର୍ଥ ବ୍ୟୟ କରିଥିଲେ କିନ୍ତୁ ରୋଗପୋକ ଦାଉରୁ ଧାନ ଫସଲକୁ ବଂଚାଇବା ସମ୍ଭବପର ହେଇପାରିଲାନି,ଏବେ ଅମଳ ବେଳକୁ ଦେଖିଲେ ପୁଣି ଯେତିକି ଅର୍ଥ ବ୍ୟୟ ହେବ ସେ ପରିମାଣରେ ଧାନ ଆୟ ହେବନାହିଁ ବୋଲି ଶେଷରେ ବାଧ୍ୟ ହେଇ ନିଜ ଫସଲକୁ ଜାଣି ଜାଣି ଗାଈଗୋରୁଙ୍କ ମୁହଁରେ ଛାଡ଼ିଦେଲେ । ବର୍ଷକର ଖାଇବା ଭରଣାକୁ ନେଇ ଚିନ୍ତାରେ ରହିଥିବା ଚାଷୀ ବାବୁଲାଙ୍କୁ କ୍ଷତି ପୂରଣ ଦେବାକୁ ବିଭିନ୍ନ ମହଲରେ ଦାବି ହେଇଛି ।

Omkar Vasthu
Omkar Vasthu

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ୍ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.