ଗୁଣପୁର ମହାଲକ୍ଷ୍ମୀ ମଣ୍ଡପ ଉଦଘାଟିତ

କଳାହାଣ୍ଡି,୧୨/୧୨:

Omkar Vasthu
Omkar Vasthu

ନର୍ଲା ବ୍ଲକ ଗଡେବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଣପୁର ଗ୍ରାମଠାରେ ଆଜି ମହାଲକ୍ଷ୍ମୀ ମଣ୍ଡପକୁ ନର୍ଲା ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ମନୋରମା ମହାନ୍ତି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା) ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଗୁଣପୁର ମହାଲକ୍ଷ୍ମୀ ପୂଜାକମିଟିର କର୍ମକର୍ତ୍ତା ଡିଙ୍ଗର ମୁଣ୍ଡା, ଗଣେଷ ମୁଣ୍ଡା, ଅଜିତ ସାହୁ, ଦଶରଥ ଯାନୀ, ପବିତ୍ରମଝି, ଡିଙ୍ଗର ମାଝୀ ପ୍ରମୂଖ କାର୍ଯ୍ୟକର୍ତା ଓ ଗ୍ରାମବାସୀ ମାନେ ।

Pearl dental clinic
Near Ashish Medical Store, Bhawanipatna

Report by :

Udyog Nursery
Udyogi Nursery

Niranjan Goud (Bulu) ,Special Correspondent odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.