କଳାହାଣ୍ଡି,୨୨/୧୨:
କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ର ଋଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜ ଠାରେ ଛାତ୍ରୀ ଙ୍କ ଆତ୍ମସୁରକ୍ଷ୍ୟା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ଅଧ୍ୟାପକ ହିରୋଜ କୁମାର ଚାନ୍ଦ, ପିଇଟି ଲଳିତ ମୋହନ ସାହୁ, ପ୍ରେସ କ୍ଳବ ସଭାପତି ନରୋତ୍ତମ ସେଲମା, ସାମ୍ବାଦିକ ଭଜଶ୍ୟାମ ସାହୁ ଯୋଗଦେଇ ଆତ୍ମରକ୍ଷା କୌଶଳ ଶିକ୍ଷା ଦ୍ୱାରା ନିଜର ସୁରକ୍ଷା ହେବା ସହ ମନୋବଳ ବଢି ଥାଏ ବୋଲି ପ୍ରକାଶ କରିଥିଲେ। ଟ୍ରେନର ଜୟନ୍ତୀ ଭୋଇ ତାଲିମ ପ୍ରଦାନ କରିଥିଲେ।
Report by Narottam Selma, Special Correspondent odiabarta.in