ଜୁନାଗଡ଼ ସାମ୍ବାଦିକ ସଂଘ ବୈଠକ

ଜୁନାଗଡ,୬/୨: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆରଏମସି ଠାରେ ସାମ୍ବାଦିକ
ସଂଘର ଏକ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଜନୀକାନ୍ତ ବୈଠାରୁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡା, ହିମାଂଶୁ ଶେଖର ବରାଡ, ଦୁଷ୍ମନ୍ତ କୁମାର ପଣ୍ଡା, ମୁକେଶ ଅଗ୍ରୱାଲ,ଖଗେଶ୍ୱର ଧଙ୍ଗଡlମlଝି, ସଂଜିବ ଦlଶ, ନରେନ୍ଦ୍ର କ୍ଷୀତି, ଆଦିତ୍ୟ ମହାନ୍ତି,ପ୍ରଦୀପ କୁମାର ପଟ୍ଟନାୟକ, ଗୟାରlମ ପୂଝାରୀ, ଉତ୍ତମ ଦାଶ, କୁମରମଣୀ ଦୂର୍ଗା, ଯତୀନ୍ଦ୍ର ସାହୁ ,ଅଂଶୁମାନ ଯୋଶୀ, ବିମଲ ଚନ୍ଦ୍ର, ପୁର୍ଣ୍ଣ ଚନ୍ଦ୍ର ପାଣିଗ୍ରାହି,ସୁନ୍ଦର ମୋହନ ଛତ୍ରିଆ, ଅନନ୍ତ ରାମ ନାଗ,ଜାଗନ୍ନାଥ ନାଏକ,ସପ୍ଟେଶ୍ବର ପlଢି, ରାକେଶ କୁମାର ବେମାଲ ପ୍ରମୁଖ ଭାବେ ଯୋଗ ଦେଇ ଥିଲେ ।
୨୦୧୯ – ୨୦ ବର୍ଷ ପାଇଁ ସଂଘର କର୍ମକର୍ତା ଚୟନ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ମଞ୍ଚ ପରିଚାଳନା ପ୍ରଭାକର ସେଠି କରିଥିବା ବେଳେ ପୂର୍ବତନ କାର୍ଯ୍ୟକାରୀ ସଭାପତି ରବି ଶଙ୍କର ଶୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ । ବଲାଂଗିର ସମାଜ ର ପ୍ରସାର ନିର୍ବାହୀ ପ୍ରତାପ ମହାପାତ୍ରଙ୍କୁ ହତ୍ୟା କରାଯାଇଥିବାରୁ ଏହାକୁ ସଂଘ ପକ୍ଷରୁ ନିନ୍ଦା କରାଯାଇଥିଲା ଓ ତାଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାଥନା କରାଯାଇଥିଲା ।

Omkar Vasthu
Omkar Vasthu

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.