ବଡମାଲ ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ (Visual News)

ସଇଁତଲା,୭/୨:  ଯୁଗ ପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନକୁଳଚନ୍ଦ୍ରଙ୍କ ୧୩୧ ତମ ଶୁଭ ଜନ୍ମ ମହା ମୋହୋତ୍ସବ ତଥା ବଡ଼ମାଳ ସତ ସଙ୍ଗ କେନ୍ଦ୍ରର ପ୍ରଥମ ବାର୍ଷିକ ଶ୍ରୀ ମନ୍ଦିର ଉଦବୋଧନ ଉତ୍ସବ ଏବଂ ପୂଜନୀୟ ଶ୍ରୀ ଶ୍ରୀ ବାବାଇଦାଙ୍କ ଶୁଭ ପଦାର୍ପଣ ସୃତି ଉତ୍ସବ ବଡ଼ମାଳ ସତ ସଂଗ କେନ୍ଦ୍ର ଠାରେ ମହା ସମାରୋହରେ  ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି ବବସରରେ ପ୍ରଥନା, ନଗର ସଂକିର୍ତ୍ତନ ଏବଂ ସତସଙ୍ଗ ସଦାଲୋଚନ ଆୟୋଜିତ ହୋଇଥିଲା ।    ଭୁନେଶ୍ଵରରୁ ଆଗତ ମୁଖ୍ୟ ବକ୍ତା ସ୍ୱାଇଁ ଶ୍ରୀ ନୃସିଂହ ଶ୍ରୀ ଚନ୍ଦନ ଏବଂ ଶ୍ରୀ ପ୍ରମୋଦ କୁମାର ପୃଷ୍ଟିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ମହା ମହୋତ୍ସବରେ ଏଗାର ଜଣ ଭକ୍ତ ଦିକ୍ଷା ଗ୍ରହଣ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରନ୍ତରୁ ଗୁରୁ ଭାଇ ଓ ଗୁରୁମା ମାନେ ଯୋଗଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.