କବିତା : ଚିନ୍ତା ଛାଡ଼  

ଚିନ୍ତା  ଛାଡ଼
ରାତି ପାହୁ
ସକାଳ  ପାଦ ଥାପିବ
ଆମ ଅଗଣାରେ
ସୂର୍ଯ୍ୟଙ୍କର ପହିଲି  କିରଣ
ଚହଟି ମନ ଛୁଇଁବ
କୋଣର ଗୋଲାପ ଗଛରେ
ଅନେକ ଫୁଲର ବାସ ଛୁଟିବ
ଜଲ୍ଦି  ଶୋଇ ପଡ଼
ନିଦ  ନିଜର  ହୋଇ
ତମ କଥା ବୁଝିବ ।    

Omkar Vasthu
Omkar Vasthu

 

ସୁଧାଂଶୁ ଶେଖର  ପାତ୍ର  

ପ୍ରଶାନ୍ତି ଭୂମି,ଖସିଗୁଡା, ଚିଲିଗୁଡା,
କଳାହାଣ୍ଡି-୧୪

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.