କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଓଡ଼ିଆ ବାର୍ତ୍ତା/ କଟକ: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହାଇକୋର୍ଟଙ୍କ ନୋଟିସ୍। କଣ୍ଟାବାଞ୍ଜିର ଭୋଟର ଗିରିରାଜ ସିଂଙ୍କ ଆବେଦନ ଅନୁଯାୟୀ ନୋଟିସ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଅଭିଯୋଗ ହୋଇଛି ବିଧାୟକ ଶ୍ରୀ ବାଗ ନିର୍ବାଚନ ପାଇଁ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି। ସେପ୍ଟେମ୍ବର ୨୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନରେ ତତ୍କାଲିନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପରିଜିତ କରି କଣ୍ଟାବାଞ୍ଜି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ। ଏହା ପରେ ସେ ରାଜ୍ୟର ଜଣେ ଚର୍ଚ୍ଚିତ ରାଜନେତା ଭାବେ ସମସ୍ତଙ୍କ କେନ୍ଦ୍ରବିନ୍ଦୁ ପାଲଟିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.