ଯାଦବ ସେନା ତରଫରୁ ବୃକ୍ଷ ରୋପଣ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ସଦର ମହକୁମାର ଯାଦବ ଭଵନ ଠାରେ ଯାଦବ ସେନା ପଶ୍ଚିମ ଓଡ଼ିଶା ସଂଗଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗୋପାଳ ଭୋଇ, ଜିତେନ୍ଦ୍ର ବାଗ, ଲକ୍ଷ୍ମଣ ବଗର୍ତ୍ତୀ, ଭୂପେନ୍ଦ୍ର ବାଗ, କ୍ଷମା ବାଗ, ଅକ୍ଷୟ ଘିଭେଲା, ତରୁଣ କାଲସାଏ, ପ୍ରକାଶ ବଗର୍ତ୍ତୀ, କିଶୋର ଭୋଇ, ନରେନ୍ଦ୍ର ଘିଭେଲା, ତେଜରାଜ ଘିଭେଲା, ରଜନୀଗନ୍ଧା କୁଦେଇ, ପଦ୍ମିନୀ ଚନ୍ଦନ, ଶକୁନ୍ତଳା ଗହୀର, ରୀନା ଭୁଏ, କୁମାରୀ ଭୁଏ ପ୍ରମୁଖ ଉପସ୍ଥିତ ରହିଥିଲେ | ସରପଞ୍ଚଙ୍କ ପ୍ରତିନିଧି ବଳଦେବ ମାଝୀ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.