ପିତାମହୁଲ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ବହୁତ ଧୁମ ଧାମରେ ପାଳିତ ହୋଇଯାଇଛି । ଏଥିପାଇଁ ସମସ୍ତ ଗ୍ରାମବାସୀ ସକାଳୁ ଉଠି ଗୋଧୋଇ ପୂଜା କରି ବୋଇତ ଭସାଣ କରିଥିଲେ । ତା’ପରେ ସମସ୍ତ ଗାଁ ର ପ୍ରତି ଘରକୁ ଯାଇ ଖୋଲ କୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଦାୟିତ୍ଵରେ ଥିଲେ ଲାଲକୃଷ୍ଣ ଖର୍ସେଲ, ନରହରି ପୁଞ୍ଜି ଓ ନିରଞ୍ଜନ ବାଗ । ଏଥିରେ ବାବୁଲାଲ ବାଗ, ଗଜିନ ବାଗ, ରାଜଭୁବନ ବାଗ, ଚୁଡ଼ା ମାଝୀ, ରାଜିନ ବାଗ, ହେମନ୍ତ ମାଝୀ ପ୍ରମୁଖ ସାହାଯ୍ୟ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.