ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଟକ (ଜଗନ୍ନାଥ ଆଚାର୍ଯ୍ୟ): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତରେ ବୁଧବାର ଦିନ କଟକ ଗ୍ରାମାଞ୍ଚଳ ପୋଲିସ ସଦର ମହକୁମା ଡିଏସପି ନିରଞ୍ଜନ ଶବରଙ୍କ ତତ୍ତ୍ୱାବଧାନରେ ଏକ ସାଇବର ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବେ ଯେପରି ସାଇବର ଅପରାଧ ବଢ଼ି ବଢ଼ି ଚାଲିଛି ସେଥିପାଇଁ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପୋଲିସ ପକ୍ଷରୁ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କିଶନନଗର ଥାନାର ନିରିକ୍ଷିକା ଜୟଶ୍ରୀ ସାହୁ, ଏଏସଆଇ ଶୁଭ୍ରାନ୍ତ କୁମାର ଭୋଇଙ୍କ ସମେତ ସରପଂଚ ଅବଦୁଲ ୱ।ହିଦ୍ ଖା (ମୋତି), ସମିତି ସଭ୍ୟ ଲିୟାକତ୍ ଅଲ୍ଲୀ ଖାନ (ଲାକୋ) ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଇଲିୟାସ ଅଲି, ଆଜାଦ ଅଲ୍ଲୀ, ଅଶୋକ ସାହୁ, ଶିଶିର ନାୟକ, ଅଜୟ ସାହୁ, ଆସିଫ ଖାନ, ରାହୁଲ ଗୋଛାୟତ, ପ୍ରଦୀପ୍ତ ଗୋଛାୟତ, ମାଧବାନନ୍ଦ ମଲ୍ଲିକ, ସେକ ଅବଦୁଲ ଓହାବ, ସୟଦ ସହନାୱାଜ ସିଦ୍ଦିକ, ମୋହମ୍ମଦ ଆସ୍ଫାକ, ଅବଦୁଲ ହମିଦ, ଅବଦୁଲ ହଲିମ, ସଞ୍ଜୟ ବେହେରା, ଦୀପକ ଦଳାଇ, ହରି ସାହୁ, ହଟୁଆ ସାହୁ, ତପନ କୁମାର ବେହେରା, ସ୍ମୃତି ରଞ୍ଜନ ନାୟକ, ଅନିରୁଦ୍ଧ ଗୋଛାୟତ, ରାମଜାନ ଅଲି ଖାନ, ଖଲିଲୁର ରେହେମାନ, ନାକିମୁନ ନୋମାନ ତାତାରୀ, ବାରିକ ସାର, ସେକ ମୋଲାବକ୍ସ, ଦୀପକ ବେହେରା, ସୁକାନ୍ତ ପ୍ରଧାନ, ହୃଷିକେଶ ବେହେରା, ଶିବନ ଚରଣ ସାହୁ, ବିଜୟ ମଲ୍ଲିକ, ପ୍ରେମାନନ୍ଦ ବେହେରା, ବାପି ବେହେରା, ଜଗଦୀଶ ଦାସ, ତାଜଉଦ୍ଦିନ ଖାନ, ସେକ ଏଜ଼ାଜ଼, ୟୁସୁଫ ଅଲି ଖାନ, ଶୋକତ ଅଲି ଖାନ, ଇଜ଼ରାଇଲ ଖାନ, ଲତିଫ ଖାନ, ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.