ରାୟଗଡା କଂଗ୍ରେସଭବନ ଠାରେ ମନେରେଗା ଯୋଜନାକୁ ବଞ୍ଚାଇ ରଖିବା ନେଇ ସାମ୍ବାଦିକ ସମିଳନୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ସ୍ଥାନୀୟ କଂଗ୍ରେସ ଭବନ ଠାରେ ମନେରେଗା ଯୋଜନାକୁ ବଞ୍ଚାଇ ରଖିବା, ଟାଟା କମ୍ପାନୀର ମନମୁଖୀକୁ ରୋକିବା, ଚାଷୀଙ୍କ ଧାନ ଠିକ୍ ଦରରେ କିଣି ଉଚିତ ମୂଲ୍ୟ ପ୍ରଦାନ କରିବା ପ୍ରମୁଖ ଦାବି ନେଇ ଆଗାମୀ ଦିନରେ ପଞ୍ଚାୟତ, ବ୍ଲକ ତଥା ଜିଲ୍ଲା ଘେରାଉ ସହ ସତ୍ୟାଗ୍ରହ କରିବା ନିମେନ୍ତେ ସାମ୍ବାଦିକ ସମିଳନୀ କରିଥିଲେ କଂଗ୍ରେସ ନେତା ଶ୍ରୀ ରାମଚନ୍ଦ୍ର କାଡାମ l ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ଆପଲା ସ୍ୱାମୀ କାଡ୍ରାକା,ପୂର୍ବତନ ଡିସିସି ଡ଼ଃ ଦୁର୍ଗା ପ୍ରସାଦ ପଣ୍ଡା, ଶଙ୍କରସନ ମଙ୍ଗରାଜ, ଜି ବିତେଶ୍ୱର ରାଓ ଙ୍କ ସହ ଦଳର ଅନେକ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.