ବନ୍ଦ ହୋଇ ପଡିଲା ବେଲଗାଁ – ଟିଟିଲାଗଡ ଜାତୀୟ ରାଜପଥ

ଟିଟିଲାଗଡ,୬/୧୦: ବେଲଗାଁ-ଟିଟିଲାଗଡ ୫୯ ଜାତୀୟ ରାଜପଥର ରିଗଡୁଲ ଗ୍ରାମ ଠାରୁ ୨୦୦ ମିଟର ଦୂରରେ ଏକ ବଡ ସିପୋ ଗଛ ଉପାଡା ହୋଇ ପଡିଯିବାରୁ ରାଜପଥ ପୁରା ଠପ ହୋଇଯାଇଥିଲା । ଯାହା ଫଳରେ ବେଲଗାଁରୁ ଟିଟିଲାଗଡ ଓ ଟିଟିଲାଗଡରୁ ବେଲଗାଁକୁ ଯାତାୟତ ବାଧାପ୍ରାପ୍ତ ହେବା ସହିତ ଅନେକ ଯାନବାହାନ ଜାମ୍ ହୋଇ ରହିଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ଥାନୀୟ ଲୋକେ ଗଛ ପଡିଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବାରୁ, ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଗଛ କାଟିବା ସହିତ ରାସ୍ତା ସଫା କରିବାରୁ ବାଇକ ଯିବା ଆସିବା କରୁଥିବାବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଭାରି ଯାନ ଚଳପ୍ରଚଳ ହୋଇ ପାରିନାହିଁ ।

Udyog Nursery
Udyogi Nursery
ଟିଟିଲାଗଡ ରୁ ଭିଷ୍ମସେନ ମହାକୁର ଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.