ଗୋଳାମୁଣ୍ଡାରେ ଭାଲୁ ଆତଙ୍କ : ଚାଷୀଙ୍କୁ ଆକ୍ରମଣ କରି ଘାଇଲା କଲା ଭାଲୁ

ଧର୍ମଗଡ,୭/୧୧ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଉଦେସୁରୁଙ୍ଗ ପଞ୍ଚାୟତ ଅଧିନସ୍ଥ ଡଙ୍ଗରିଗୁଡାର ଶଶୀଦେବ ଅଘରିଆ (୪୦)ଙ୍କୁ ଭାଲୁ ଆକ୍ରମଣ କରିଛି । ଆଜି ସକାଳୁ ସକାଳୁ ଶଶୀ ଚାଷ ଜମିକୁ ଯାଉଥିବା ସମୟରେ ପଛପଟୁ ୨ଟି ଭାଲୁ ଆକ୍ରମଣ କରିଥିଲେ । ଭାଲୁ ଆକ୍ରମଣ ଫଳରେ ତାଙ୍କର  ଦୁଇଟି ଗୋଡ଼ ଓ ହାତରେ ଗଭିର କ୍ଷତ ସୃଷ୍ଟିହୋଇଛି ।  ଆହତ ଚାଷୀ ବର୍ତ୍ତମାନ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି ।

Omkar Vasthu
Omkar Vasthu
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.