ବଲାଙ୍ଗିର,୧୪/୧୧ : ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଅଧ୍ୟକ୍ଷ ବଳରାମ ସିଂ ଯାଦବ ବଲାଙ୍ଗିର ଜିଲ୍ଲା ସମ୍ପାଦକ ଓ ସଇଁତଲା ବ୍ଲକ ସଭାପତି ନିଯୁକ୍ତ କରିଥିବା ଜଣା ପଡିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା ସମ୍ପାଦକ ଭାବରେ ପଞ୍ଚା ବଗର୍ତ୍ତୀ ଯାଦବ ଓ ସଇଁତଲା ବ୍ଲକ ସଭାପତି ଭବେ ଗୋକୁଳାନନ୍ଦ ବଗର୍ତ୍ତୀ ଯାଦବ ନୂତନ ଦାଇତ୍ବ ଗ୍ରହଣ କରିଛନ୍ତି ।