ଅଁଳାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣଜୟନ୍ତୀ ସମାରୋହ

କର୍ଲାମୁଣ୍ଡା,୨୨/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ଅଁଳାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସୁବର୍ଣ ଜୟନ୍ତି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ପାଳିତ ହୋଇଥିବା ଏହି ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟଯେ ୧୯୬୨ ମସିହାରେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ୫୭ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ଅନେକ ସୁନାଗରିକ ସୃଷ୍ଟି କରିପାରିଛି । ବିଗତ ସମୟ ମାନଙ୍କରେ କେତେ ଯେ ଛାତ୍ରଛାତ୍ରୀ ଶିକ୍ଷା ଆହୋରଣ କରି ନିଜକୁ ସ୍ବୟଂ ସଂପୁର୍ଣ ତଥା ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବ୍ୟକ୍ତିତ୍ବ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ହୋଇଥିବା ଏହି ସମାରୋହ ଦୁଇଦିନ ଧରି ପାଳିତ ହେଇ ଥିବାବେଳେ ଉଦଜାପନୀ ସଦ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ଭୁପିନ୍ଦର ସିଂ,ମୁଖ୍ୟବକ୍ତା ମାଣିକେଶ୍ବରୀ ମହା ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା,ସମ୍ମାନିତ ଅତିଥି ନର୍ଲା ବିଧାୟକ ଧନେଶ୍ବର ମାଝୀ, ମୁଖ୍ୟମନ୍ତୀ କାର୍ଯ୍ୟାଳୟ ସ୍ବତନ୍ତ୍ର ସଚିବ ସୁଜିତ କୁମାର , ରାମକୃଷ୍ଣ ଆଶ୍ରମ ସଂପାଦକ ସ୍ବାମୀ ବୈରାଗ୍ୟ ନନ୍ଦ ,ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ,

Pearl dental clinic
Near Ashish Medical Store, Bhawanipatna

ଜାତୀୟ ଅନୁସଂନ୍ଦାନ ବିକାଶ ପରିଷଦ ନିର୍ଦେଶକ ଡକ୍ଟର ବିଜୟ କୁମାର ସାହୁ,ସ୍ଥାନୀୟ ସରପଞ୍ଚ ଉଜ୍ଜୟନୀ ସାହୁ ପ୍ରମୂଖ ମଞ୍ଚାସିନ ଥିବା ବେଳେ ଆଇନଜିବୀ ଯତିନ କୁମାର ସାହୁ ମଞ୍ଚ ପରିଚାଳନା ଓ ନନ୍ଦ କିଶୋର ସାହୁ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା।

Udyog Nursery
Udyogi Nursery

Report by Nabin Kishor Sahu, Correspondent Karlamunda odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.