ବାଇକ୍ ଆରୋହୀଙ୍କ ଉପରେ ଚଢିଗଲା ବସ୍: ଗୋଟିଏ ପରିବାରର ୩ମୃତ

ଧର୍ମଗଡ/ଗୋଳାମୁଣ୍ଡା, (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରୁ ଏକ ବଡ ଖବର ଆସି ପହଞ୍ଚିଛି। ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି।

Omkar Vasthu
Omkar Vasthu


ପ୍ରାପ୍ତ ସୂଚନା ଆଧାରରେ ଚପ୍ରିଆ ପଞ୍ଚାୟତ ଅନ୍ତର୍ଗତ ତୁରେଛଡ଼ା ଗାଁର କୃଷ୍ଣଚନ୍ଦ୍ର ବାଗ (୪୦) ତାଙ୍କ ସ୍ତ୍ରୀ ସୁକେଶି ବାଗ (୩୭) ଓ ନାବାଳିକା ଝିଅ ସୁପ୍ରିଆ ବାଗ ଏକ ବାଇକ୍ ଯୋଗେ ଗୋଳମୁଣ୍ଡା ବ୍ଲକ ଲିଟିଗୁଡାରୁ ଏକ ବିବାହ ଭୋଜି ଖାଇ ଆସୁଥିବା ସମୟରେ ଡ଼ଙ୍ଗରିଗୁଡା ଠାରେ ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ ବାଇକ୍ କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ନାବାଳିକା ଝିଅକୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.