କଳାହାଣ୍ଡି ଥିଏଟର ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ଭବାନୀପାଟଣା: କଳାହାଣ୍ଡିର ଅଗ୍ରୀଣ ନାଟ୍ୟ ଅନୁଷ୍ଠାନ କଳାହାଣ୍ଡି ଥିଏଟର ତରଭରୁ ଭରଚୁଆଲି ଭାରତର ଚର୍ଚ୍ଚିତ ସାହିତ୍ୟିକ ପଦ୍ମଶ୍ରୀ ମନୋଜ ଦାସ ଓ କଳାହାଣ୍ଡିର ପ୍ରତିଭାବାନ ସନ୍ତାନ,ଅଭିନେତା ତଥା ଉପସ୍ଥାପକ ଭାନୁ ପ୍ରକାଶ ରଥଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଅଭିନେତ୍ରୀ ଦୀପ୍ତିମୟୀ ସିଂଙ୍କ ମଞ୍ଚ ପରିଚାଳନାରେ ସାହିତ୍ୟିକ ପ୍ରକାଶ ନିଶଙ୍କ, ବରିଷ୍ଠ ଅଭିନେତା ଶୁଭେନ୍ଦୁ ମହାପାତ୍ର ଓ କବି ବିରଞ୍ଚି ନାରାୟଣ ମୁଣ୍ଡ ଉପସ୍ଥିତ ରହି ଦୁଇ ପୁଣ୍ୟତ୍ମାଙ୍କ ସ୍ମୃତି ଚାରଣ କରିଥିଲେ।ପରେ ସୁମତି ମୁଣ୍ଡ, ସବିତା ଶତପଥୀ, ଆଶୁତୋଷ ପୁରୋହିତ, ଦକ୍ଷ ସାହୁ, ସ୍ନିଗ୍ଧାରାଣୀ ନନ୍ଦ, ଜୋତିର୍ମୟ ହରପାଳ, ଅନର୍ପୂର୍ଣା ପଣ୍ଡା, ଲିଲେଶ ସାହୁ, ନୀଳମାଧବ ରଥ, ସୁଶାନ୍ତ ପ୍ରଧାନୀ ,ସିପ୍ରା ରାବଲ, ଲିପ୍ସା ମହାରଣା ,ବଜେତା ବାଗ, ମଧୁସୂଦନ ପ୍ରଧାନ ,ଦୀପ୍ତି ମୁଣ୍ଡ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ସାବିତ୍ରୀ ମହାରଣା ଧନ୍ୟବାଦ ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.