କବିତା: ଶୀତ ର ସୁଅ

✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ତମ କେଶ ର ଅରଣ୍ୟରେ
ହଜାରେ ରଙ୍ଗ ର ସୁଅ ॥
ବାର ବାର ବାଟ ବଣା ର ଗପ
ସେବେଠୁ ଏ ପର୍ଯ୍ୟନ୍ତ ।
ଦେଖୁନ_ ଶୀତ ର ଧାର ରେ
କେମିତି ବସିଚି ଶିର୍ ଶିର୍ ପଣ ର
ମନ ଛୁଆଁ ଚିତ୍ର ।
ତମ କେଶ ର ଅରଣ୍ୟ ରେ
ହଜାରେ ରଙ୍ଗ ର ସୁଅ ॥

କୋଲନରା, ରାୟଗଡ଼ା ଜିଲ୍ଲା
ମୋ:୮୯୧୭୩୨୪୫୨୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.