ତପନ ସାହୁଙ୍କ କବିତା : ଏବେ ମୁଁ ପ୍ରେମରେ

ପ୍ରେମରେ
ସାରାଜୀବନ ମୋ ପ୍ରେମରେ
ପୁଣ୍ୟ ପାପ
ମିଶ୍ରିତ ସଉଧ
ଗଢ଼ା ଏକ ଶରୀର
ଖରା ବର୍ଷା ବସନ୍ତ ରେ
ତଥାପି ମୁଁ
ଏକୁଟିଆ ଏକୁଟିଆ
ଏ ପ୍ରେମରେ
ହଁ ଏବେ ମୁଁ ପ୍ରେମରେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରେମରେ
ନିର୍ଲିପ୍ତ ନିର୍ଭାକ
ସାରା ହୃଦୟ ମୋ ପ୍ରେମରେ
ଓଦାମାଟି ବାସ୍ନା ରୁ
ତା ପୁଣି
ଗହଳ ଅନ୍ଧାର ଶିଖା
ଆଉ ଦୂର ବାୟା ବସା
ସମୟର ଦୋଛୋକିରେ
ଝୁଲନ୍ତା ଶବ
ହଁ ତେବେ ବି
ସ୍ପିନ୍ଦିତ ମୋ ହୃଦୟ
ପ୍ରେମରେ
ଆଖିରେ ଓଠରେ
ଭର୍ତ୍ତି ଫଗୁଣ
ପ୍ରେମରେ
ଏ ମନର ଶୀତଲତା ଏବେ ଭିଜା
ପ୍ରେମରେ ହଁ ପ୍ରେମରେ
ଏବେ ମୁଁ ପ୍ରେମରେ ।

Udyog Nursery
Udyogi Nursery
ତପନ କୁମାର ସାହୁ
ମୋ: ୭୩୨୮୦୦୧୫୭୫

ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ଆମ ହ୍ଵାଟ୍ସଆପ ଗ୍ରୁପ ଜଏନ୍ କରନ୍ତୁ👇

https://chat.whatsapp.com/IBSnOQ6qsPPJUVoq1ko4wG

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.