କୋକସରା କଲେଜରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ମହକୁମା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବୁଧବାର ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। କଲେଜ ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁଗଳ କିଶୋର ବାଗ, ଜ୍ୟୋତୀ ପାଣିଗ୍ରାହୀ, କାର୍ଯ୍ୟକ୍ରମ ସଂଯୋଜକ ଦେବେନ୍ଦ୍ର ମେହେର, ତାଲିମ ଦାତ୍ରୀ ଅଲିଶା ଧଙ୍ଗଡ଼ାମାଝି ଉପସ୍ଥିତ ରହି ଛାତ୍ରୀଙ୍କ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦିନକୁ ଦିନ ମହିଳା ପ୍ରତି ନିର୍ଯାତନା ଓ ଆକ୍ରମଣ ଭଳି ଘଟଣାକୁ ପ୍ରତିହିତ କରିବା ଓ ନାରୀ ସୁରକ୍ଷା କୁ ଗୁରୁତ୍ୱ ଦେଇ ଆତ୍ମ ସୁରକ୍ଷା ଦିଗରେ କିପରି  ନାରୀ ମାନେ ସୁରକ୍ଷିତ ରହିବେ ସେ ଦିଗରେ ବ୍ୟବହାରିକ ଭାବରେ ତାଲିମଦାତ୍ରୀ ଅଲିଶା ଧଙ୍ଗଡ଼ାମାଝି ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆଜିଠୁଁ ଆରମ୍ଭ ହୋଇ  ଆସନ୍ତା ଜାନୁୟାରୀ ୧୧  ତାରିଖ ଦିନ ଉଦଯାପନୀ ହେବା ନେଇ ଅଧ୍ୟକ୍ଷ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.