Skip to content
Search
Search
ମୋ ଓଡ଼ିଶା
ଦେଶ-ବିଦେଶ
ରାଜନୀତି
କଳା-ସଂସ୍କୃତି
ସାହିତ୍ୟ
କ୍ରୀଡ଼ା
ମନୋରଞ୍ଜନ
ଜୀବନରଙ୍ଗ
ଅପରାଧ
ଭିଡିଓ ବାର୍ତ୍ତା
ବିଚାର
ସଂପାଦକୀୟ
e-Paper
OdiaBarta.in
24x7News&Views
ବ୍ରେକିଂ ବାର୍ତ୍ତା
ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲ ରୁପ୍ରାର ୩୬ତମ ବାର୍ଷିକ ଉତ୍ସବ
ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ବନ୍ଦେ ମାତରଂ କାର୍ଯ୍ୟକ୍ରମ
ସ୍ୱଦେଶୀ ସଂକଳ୍ପ ଯାତ୍ରାରେ ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ସ୍ୱଦେଶୀ ସଂକଳ୍ପ
ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଚାମ୍ପିଅନ ହେଲା କଣ୍ଟାବାଞ୍ଜି ଦଳ
କ୍ରିକେଟ ଟୁର୍ନାମେଣ୍ଟ ମାଧ୍ୟମରେ ବିଏସପି ର ଗ୍ରାମୀଣ ଜନସଂଯୋଗ
Home
ଦେବଗିରି ମଠରେ ଶ୍ରାବଣ ପ୍ରଥମ ସୋମବାର
କଳା-ସଂସ୍କୃତି
ମୋ ଓଡ଼ିଶା
ଦେବଗିରି ମଠରେ ଶ୍ରାବଣ ପ୍ରଥମ ସୋମବାର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର):
ନର୍ଲା ବ୍ଳକ ବୁଢୀପଦର ସ୍ଥିତ ଦେବଗିରି ମଠରେ ଶ୍ରାବଣ ପ୍ରଥମ ସୋମବାର ଦିନ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ପରିଳକ୍ଷିତ ହେଇଛି। ପ୍ରାଚୀନ ମହାକାନ୍ତାର ସଭ୍ୟତାର ଧାର୍ମିକ ପିଠସ୍ଥଳୀ ଦେବଗିରି ଐତିହାସିକ, ପ୍ରତ୍ନତାତ୍ତ୍ବିକ ଓ ପୌରାଣିକ ବିଭବରେ ପରିପୂର୍ଣ୍ଣ। ଭବାନୀପାଟଣା ଠାରୁ ୩୦ କିମି ଦୂରରେ ଥିବା ଏହି ସ୍ଥାନ ପ୍ରାକୃତିର ମନୋରମ ପରିବେଶ ମଧ୍ୟରେ ରହିଥିବାରୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୂଅ ଛୁଟିବାରେ ଲାଗିଥାଏ। ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଦେବଗିରି ମଠରେ ମହାଶିବରାତ୍ରୀ, ରଥଯାତ୍ରା, ନବରାତ୍ର, ଗଣେଶ ଚତୁର୍ଥୀ ଓ ଜନ୍ମାଷ୍ଟମୀ ଆଦି ମୂଖ୍ୟ ପର୍ବପର୍ବାଣୀ ପାଳିତ ହେଉଥିବାବେଳେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ମଧ୍ୟ ପ୍ରବଳ ଭକ୍ତ ସମାଗମ ହୋଇଥାଏ। ଆଜି ଚଳିତବର୍ଷ ଶ୍ରାବଣର ପ୍ରଥମ ସୋମବାର ହୋଇଥିବାରୁ ଦୂର ଦୂରାନ୍ତରୁ ମହାଦେବଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥିଲେ। ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁମାନେ ଭକ୍ତି ସହକାରେ ପବିତ୍ର ପାଣି ନେଇ ଦେବଗିରି ଗୁମ୍ଫା ମଧ୍ୟସ୍ଥ କାଶି ବିଶ୍ୱନାଥ ମହାଦେବଙ୍କୁ ଜଳାଭିଷେକ କରିଥିଲେ। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ସେବାୟତ ଓ ପୂଜକ ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଟ୍ରଷ୍ଟ ବୋର୍ଡ଼ ସଦସ୍ୟମାନେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନର୍ଲା ପୋଲିସ ମୁତୟନ ହୋଇଥିଲେ।
Omkar Vasthu
Near Ashish Medical Store, Bhawanipatna
Udyogi Nursery
Sunil Kumar Dhangadamajhi
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛
http://odiabarta.in
Post navigation
କନ୍ଧମାଳ ସାଂସଦଙ୍କ ଦ୍ଵାରା ୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପାଇଁ ଭୂମି ପୂଜନ
ବୀରମହାରାଜପୁର ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ସତେଜ ବାର୍ତ୍ତା
ମୋ ଓଡ଼ିଶା
ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲ ରୁପ୍ରାର ୩୬ତମ ବାର୍ଷିକ ଉତ୍ସବ
3 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ବନ୍ଦେ ମାତରଂ କାର୍ଯ୍ୟକ୍ରମ
3 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ସ୍ୱଦେଶୀ ସଂକଳ୍ପ ଯାତ୍ରାରେ ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ସ୍ୱଦେଶୀ ସଂକଳ୍ପ
3 hours ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଚାମ୍ପିଅନ ହେଲା କଣ୍ଟାବାଞ୍ଜି ଦଳ
17 hours ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
କ୍ରିକେଟ ଟୁର୍ନାମେଣ୍ଟ ମାଧ୍ୟମରେ ବିଏସପି ର ଗ୍ରାମୀଣ ଜନସଂଯୋଗ
17 hours ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ଛନଛଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
17 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଦାମୋଦର ଉଚ୍ଚ ବିଦ୍ୟାପୀଠ ତୁଳାପଡାର ବାର୍ଷିକ ଉତ୍ସବ ଓ ମକ୍ ପାର୍ଲ୍ୟାମେଣ୍ଟ
18 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଇକ ଦୁର୍ଘଟଣା: ଯୁବକ-ଯୁବତୀ ମୃତ
18 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ନିଲମ୍ବିତ
19 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲା ବ୍ଲକରେ ସାମୁହିକ ‘ବନ୍ଦେ ମାତରଂ’ ଗାନ କାର୍ଯ୍ୟକ୍ରମ
20 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ବାବା ସିଂହନାଥ ଯୁବ ସେନା ପକ୍ଷରୁ ମକର ମେଳାରେ ଜଳ ସେବା
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପାଳିତ ହେଲା କର୍ତ୍ତବ୍ୟବୋଧ ଦିବସ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ତୋଷଳ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ବାର୍ଷିକ ‘ତୋଷଳ ଉତ୍ସବ’
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଲାଞ୍ଜିଗଡ ସମବାୟ ସମିତି ଧାନ ମଣ୍ଡିରେ ପଡିରହିଛି ୧ ହଜାର ୬୦୦ କ୍ୱିଣ୍ଟାଲ ଧାନ : ୪ ଘଣ୍ଟା କାଳ ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ପ୍ରମାଣ ଅଭାବରୁ ଏଏସଆଇ ସୁବାଷ ଚନ୍ଦ୍ର ଗୁରୁ ଖଲାସ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଲାଞ୍ଜିଗଡ଼ ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ କ୍ଳଷ୍ଟର ସଂଯୋଜକ ସମ୍ମିଳନୀ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ସୁଶୀଲ ନାଏକ ହେଲେ ଜୟପାଟଣା କଂଗ୍ରେସ କମିଟି ସଭାପତି ମନୋନୀତ
2 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ରୁପ୍ରାରୋଡ କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚାମ୍ପିଅନ ହେଲା ବୋର୍ଡା ଏକାଦଶ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
କଲ୍ୟାଣସିଂହପୁର ବ୍ଲକରେ ରାୟଗଡ଼ା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
କଳାହାଣ୍ଡି ଉତ୍ସବରେ ରେଡକ୍ରସ୍ ର ସେବା କାର୍ଯ୍ୟ
2 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ
2 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡା ଉତ୍ସବ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସଭାପତି ହେଲେ ଗୋବିନ୍ଦ ପ୍ରଧାନୀ
2 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ନୟାଗଡ଼ର ୨୧ତମ ବାର୍ଷିକ ଉତ୍ସବ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଧରପଗଡ଼ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
2 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ବୁଢ଼ାରଜା କପ୍ ଫୁଟବଲ୍ ଉଦଯାପିତ : ଝରରବାହାଲି ଚମ୍ପିୟାନ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଟିକ୍ରାପଡ଼ାରେ ଝଲକ କାର୍ଯ୍ୟକ୍ରମ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ସାଧାରଣ ପରିଷଦ ବୈଠକ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
କଳାହାଣ୍ଡି ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ନୀରଜ ଶର୍ମା
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ନର୍ଲା ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ଚୁଳମଣି ଗୌଡିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା
3 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
କୁଶୁର୍ଲା ମକର ମେଳା ଉଦଯାପିତ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ନଉକେଶ୍ବର ପୁଟେଲ ପୁଣିଥରେ ହେଲେ ଗୋଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି
3 days ago
Sunil Kumar Dhangadamajhi
ଦେଶ-ବିଦେଶ
ସାହିତ୍ୟ
BHUରେ “ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ପରିଚୟ ଗଠନର ପୁନରାବଲୋକନ” ଶୀର୍ଷକ ଦ୍ଵି-ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଗିଗିନା ମଣ୍ଡିରେ ଧାନ ଉଠିବାରେ ବିଳମ୍ବ, ଉତ୍ତ୍ୟକ୍ତ ଚାଷୀଙ୍କ ରାସ୍ତାରୋକ
3 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଲୋକକଳା ସମ୍ମାନରେ ସମ୍ମାନିତ ହେଲେ କଳାହାଣ୍ଡିର ଯୁବ ପ୍ରତିଭା ସତ୍ୟବ୍ରତ ଦାଶ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସୁଦ୍ଧାନନ୍ଦ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ବାଗପୁରର ବାର୍ଷିକ ଉତ୍ସବ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
କଳାହାଣ୍ଡି ବରପୁତ୍ର ସମ୍ମାନ ପାଇଲେ ବୈଦ୍ୟରାଜ ପବିତ୍ର ଶବର
3 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ: ଲାଞ୍ଜିଗଡ଼ ଓ ଚିଚର୍ଲା ମଧ୍ୟରେ “ବି” ପୁଲ ର ପ୍ରଥମ ଲିଗ୍ ମ୍ୟାଚ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଶ୍ରୀପାଲି ଗ୍ରାମରେ ଆରମ୍ଭ ହେଲା ପାନୀୟ ଜଳ ଯୋଗାଣ: ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଲେ ଲୋକେ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଜେକେ ପେପର୍ ମିଲ୍ସକୁ ଜାତୀୟ ସ୍ତରରେ ଗରିମାମୟ ଗ୍ରୀନ୍ ଏନଭାଇରୋ ସେଫ୍ଟି ପୁରସ୍କାର
4 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ହାରାମାଲ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଓ ବାର୍ଷିକୋତ୍ସବ ଉଦଯାପିତ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଜାତୀୟ ମତଦାତା ଦିବସ ପାଳନ ନେଇ ବାଲେଶ୍ଵରରେ ପ୍ରସ୍ତୁତି ବୈଠକ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସଡ଼କ ଦୁର୍ଘଟଣାରେ ରେଞ୍ଜରଙ୍କ ମୃତ୍ୟୁ
4 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ତୃତୀୟ ଦିବସ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଫେବୃଆରୀ ୫ ଓ ୬ରେ ହେବ ଯୁବ ମହୋତ୍ସବ ତଥା ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ତଳକାଳିମା ଓ ସିମେଲପଦର ଠାରେ ନୂତନ ଶାଖା ଡାକଘର ଉଦଘାଟିତ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବକଟପୁର ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀର ଦ୍ଵିତୀୟ ଦିବସରେ ଅନୁଷ୍ଠିତ ହେଲା ସମ୍ବର୍ଦ୍ଧନା : ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ‘ଫକୀରମୋହନ ସାହିତ୍ୟଶ୍ରୀ ସମ୍ମାନ’ ପ୍ରଦାନ
5 days ago
Sunil Kumar Dhangadamajhi
error:
You are not allowed to copy this content. Thank you.