ଜଳ ଘେରରେ ଥିବା ଜୁନାଗଡ ଓ ପିଆଇ କଲେଜକୁ ଆସି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଜୁନାଗଡ,୯/୮ : ଲଗାଣ ବର୍ଷା ଯୋଗୁଁ ଜୁନାଗଡ ବ୍ଲକର ଅନେକ ଅଞ୍ଚଳରେ ପାଣି ଜମିରହି କୃତିମ ଜଳଘେରି ସୃଷ୍ଟି ହୋଇଥିଲା । ଯାହା ଫଳରେ ଜିବନଯାତ୍ରା ବ୍ୟାହତ ହୋଇଥିଲା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଗାଭିଲି ପରାଗ ହର୍ଷଦ ବିଭିନ୍ନ ସ୍ଥାନବୁଲି ସ୍ଥିତିର ସମୀକ୍ଷା କରିଛନ୍ତି । ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା, ବିଡିଓ ତୁଲାରାମ ମାରାଣ୍ଡି ଓ ଅନ୍ୟ ଅଧିକାରୀ ଏଠାରେ ଉପସ୍ଥିତ ରହିଥିଲେ । ଆଗକୁ ଯେପରି ଏହି ପରିସ୍ଥିତି ସୃଷ୍ଠି ନହେବ ସେ ଦିଗରେ ଧ୍ୟାନ ଦେବା ସହ ସୁଚିନ୍ତିତ ପଦକ୍ଷେପ ନେବା ପାଇଁ ତହସିଲଦାର ଓ ବିଡିଓଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ଅବଶରରେ ଜିଲ୍ଲାପାଳ ଜୁନାଗଡ ସହରସ୍ଥିତ ପିଆଇ କଲେଜକୁ ଆସି ସବୁ ଆସୁବିଧା ବୁଝି କଲେଜ ଭିତରେ ଥିବା ବନ୍ୟା ପାଣି ନିଷ୍କାସନର ସୁବିଧା କରାଇବାପରେ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରିବାକୁ ଆସୁଥିବା ଦେଖା ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.