କବିତା : ଇଟା ପରେ ନୂଆଖାଇ

Omkar Vasthu
Omkar Vasthu

ହିମାଞ୍ଚଳ ରାଉତ

Pearl dental clinic
Near Ashish Medical Store, Bhawanipatna

ଯିଏଥାଉନ୍ ଯେତେକ୍ ଦୂରେ
ବନ୍ଧା ସଭେ ଭାବର ଡୋରେ ।
ଘିଚି ଆନସି ମାଟିର ମହକ୍
ତାର୍ ମନକେ ମୋହି ।
ଇଟା ପରେ ନୂଆଖାଇ ।

Udyog Nursery
Udyogi Nursery

ଦେ ଦେବତାକେ ମୁଡିଆ ମାରି
ଅର୍ପି ଦେସନ୍ ଖିରୀ ପୁରି ।
କୁରା କରାସି କୁରେ ପତର
କିଏ ପାର୍ବା ଅଲଗ୍ ରହି ।
ଇଟା ପରେ ନୂଆଖାଇ ।।

ଘର ଘରକେ ଜୁହାର ଭେଟ
ଦେଖିକରି ପୂର୍ସି ପେଟ ।
ସାନ ବଡକେ ମନା ଗୁନା
ସିଖେଇ ଦେସି ଭାଇ ।
ଇଟା ପରେ ନୂଆଖାଇ ।।

ପାସରି ଜିମା ରାଗ ରୁଷା
ସଭେ ହେମା ମିଳାମିଶା
ଗୋଟେକ ଠାନେ ସର୍ଦା ମନେ
ତିଆର ମାନୁନ୍ ଭାଇ ଭାଇ ।
ଇଟା ପରେ ନୂଆଖାଇ ।
ଇଟା ପରେ ନୂଆଖାଇ ।।

ଘଣ୍ଟିଗୁଡ଼ା, ଜୟପାଟଣା, କଳାହାଣ୍ଡି

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.