୪୨ମୌଜାରେ ରାଜମିସ୍ତ୍ରୀଙ୍କ ବନ୍ଧୁମିଳନ

କଟକ: କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦେଉଳି ଗ୍ରାମରେ ଅଞ୍ଚଳର ସମସ୍ତ ରାଜମିସ୍ତ୍ରୀମାନଙ୍କର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମା’ ଦୁର୍ଗା ଟ୍ରେଡର୍ସ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ମହେନ୍ଦ୍ର କୁମାର ମୁଦୁଲି ରାଜମିସ୍ତ୍ରୀମାନଙ୍କୁ ବ୍ୟାଗ ବଣ୍ଟନ କରିଥିଲେ। ନାରାୟଣ ମୁଦୁଲିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବରେ ଅମୂଲ୍ୟ ବାରିକ, ଭିକାରୀ ବେହେରା, କରିମ ବେଗ, ରଞ୍ଜନ ଭୋଇ, ଅନୁ ବେଗ, ବିକ୍ରମ ନାୟକ, ନୀଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଗୌରବ ମହାନ୍ତିଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.