ବିବାହ ଉତ୍ସବରେ ମାତ୍ର ୨୦୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାଦେଖି ଓଡ଼ିଶା ସରକାର ମଙ୍ଗଳବାର ଦିନ ବିବାହ ଉତ୍ସବରେ ମାତ୍ର ୨୦୦ ଲୋକଙ୍କୁ ହିଁ ଅନୁମତି ଦେଇଛନ୍ତି। ସରକାର ଯେଉଁ ଗାଇଡଲାଇନ ଜାରୀ କରିଛନ୍ତି ସେ ଅନୁସାରେ ଏହି ୨୦୦ ଲୋକଙ୍କ ମଧ୍ୟରେ ବର, କନ୍ୟା, ପୂଜାରୀ, ବନ୍ଧୁ ବାନ୍ଧବ, ଆତ୍ମିୟ ସ୍ବଜନ, ବେଣ୍ଡ ପାର୍ଟି, ଲାଇଟ୍ ଓ ସାଉଣ୍ଡ ସଦସ୍ୟ ଆଦି ସାମିଲ ରହିବେ। ଏହା ମଧ୍ୟରେ ମାସ୍କ ପରିଧାନ, ସାମାଜିକ ଦୂରତା ଏବଂ ସାନିଟାଇଜରର ଉପଯୋଗ କରିବା ଅନିବାର୍ଯ୍ୟ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.