ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ସେବାକାର୍ଯ୍ୟ

କଟକ, (ଚକ୍ରବର୍ତ୍ତୀ ଓତା): କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜା ଉପକଣ୍ଠ ଦଧିବାମନପୁର ଓ କୁଳକଳପଡା ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବେଣ୍ଟକାର ପଞ୍ଚାୟତ ଏରଞ୍ଚ ସ୍ଥିତ ପୌଢ ଆଶ୍ରମରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ସେବାକାର୍ଯ୍ୟରେ ପ୍ରଭାତ ଦେବତା, ସମାଜସେବୀ ଅଭିରାମ ଦଳାଇ, ପର୍ଶୁରାମ ବେହେରା, ବିଜୟ ସ୍ୱାଇଁ, ଅନିଲ ମହାପାତ୍ର, ପ୍ରସନ୍ନ ବେହେରା, ବିରଜା ଭୁଷଣ ପତି, ଦେବିପ୍ରସାଦ ପତି, ସୁଦର୍ଶନ ଜେନା, ସ୍ମୁତି ରଞ୍ଜନ ଦାଶ, ଅମିତ ଦାଶ, ବିଶ୍ୱ ରଞ୍ଜନ ଦାସ, ଗାନ୍ଦୀଗୁରୁ ଦାସ, ଅଶୋକ ସାହୁ, ସାଗର ବେହେରା, ସାନ୍ତୁନୁ ପରିଡା, ଅନୟ ମହାପାତ୍ର, ବିକାଶ ପରିଡା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.