ବମକ ପଞ୍ଚାୟତର ଉନ୍ନତି ସର୍ବକାଳୀନ ହେବ -ସନ୍ତୋଷିନୀ ସାହୁ

କଳାହାଣ୍ଡି, (ହେମନ୍ତ): ମ.ରାମପୁର ବ୍ଳକର ବମକ ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାଥୀ ଭାବରେ ସନ୍ତୋଷିନୀ ସାହୁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଆଜି ନିଜ ସମର୍ଥକଙ୍କ ଗହଣରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ସନ୍ତୋଷିନୀ ବମକ ଗ୍ରାମ ପଞ୍ଚାୟତର ସର୍ବକାଳୀନ ଉନ୍ନତିକଳ୍ପେ ନିଜର ଉଦ୍ୟମ ଜାରୀ ରଖିବେ ବୋଲି କହିବା ସହିତ ତାଙ୍କପ୍ରତି ସାଧାରଣଲୋକଙ୍କ ବିଶ୍ୱାସକୁ ପାଥେୟ କରି ସେ ବିକାଶ ପଥର ସହଯାତ୍ରୀ ହେବି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.