ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟରେ ଅମୃତଧାରା ଲୋକାର୍ପିତ

ଧର୍ମଗଡ଼,୨୮/୩ : ଆଜି ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟ ପରିସରରେ ମାରଓ୍ବାଡି ଯୁବା ମଞ୍ଚ ଧର୍ମଗଡ଼ ଶାଖା ପକ୍ଷରୁ ଅମୃତଧାରା ଉଦଘାଟିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 ଏହାକୁ କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ ଉଦଘାଟନ କରିଥିବା ବେଳେ ମାରଓ୍ବାଡି ଯୁବା ମଞ୍ଚର ପୂର୍ବତନ ସଭାପତି ସଚିନ ଅଗ୍ରୱାଲ, ସମ୍ପାଦକ ନିତେଶ ଅଗ୍ରୱାଲ, ସୁଶାନ୍ତ ପାନଶାରୀ, ରଜତ ବଂଶଲ, ଗୌରଚନ୍ଦ୍ର ଗୋପାଳ, ଅଶୋକ ଚଣ୍ଡି, ରଞ୍ଜନ ପଣ୍ଡା, ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ସାହୁ, ଗଣେଶ ନିଆଲ ତ୍ରିଲୋକ ସିଂ, ଉପେନ୍ଦ୍ର ନାଏକ ପ୍ରମୁଖଙ୍କ ସମେତ  କଲେଜ କର୍ମଚାରୀମାନେ ସହଯୋଗ କରିଥିଲେ । ମାରୱାଡି ଯୁବା ମଞ୍ଚର ଏହି ମହତ କାର୍ଯ୍ୟ ପାଇଁ ମହାବିଦ୍ୟାଳୟ ତଥା ଅବିଭାବକ ମହଲରୁ ସାଧୁବାଦ ପ୍ରଦାନ କରାଯାଇଛି ।

Udyog Nursery
Udyogi Nursery

ଧର୍ମଗଡ଼ରୁ ଲବଣି ରାଉତଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our Whatsapp Group👇

https://chat.whatsapp.com/IBSnOQ6qsPPJUVoq1ko4wG

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.