ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ସମାଜସେବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ଲାପଡା ଅଞ୍ଚଳର ଜଣେ ରୋଗୀଙ୍କୁ ରକ୍ତଦାନ କରି ତାଙ୍କର ଜୀବନ ବଞ୍ଚାଇଛନ୍ତି ସମାଜସେବୀ ଅରବିନ୍ଦ ସାହୁ । ଅରବିନ୍ଦ ତୃତୀୟ ଥର ରକ୍ତଦାନ କରିବା ସହ ଅଞ୍ଚଳବାସୀଙ୍କୁ ରକ୍ତଦାନ ପାଇଁ ସଚେତନ କରିଆସୁଛନ୍ତି । ପୂର୍ବରୁ ସେ ନିଜ ପଞ୍ଚାୟତ ଥୁଆପଦରରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ । ଅରବିନ୍ଦଙ୍କ କାର୍ଯ୍ୟକୁ ରୋଗୀଙ୍କ ସମ୍ପର୍କୀୟ ପ୍ରଶଂସା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.