କବିତା : କ୍ରମଶଃ….ଜୀବନ

Omkar Vasthu
Omkar Vasthu

ପ୍ରଫୁଲ୍ଲ ଚନ୍ଦ୍ର ପାଢୀ

ଜଳନ୍ତା ମହମବତୀ ର
ଟୋପା ଟୋପା ମହମ:
ଜୀବନ ॥
ତେଜିବାର ବାଟ କାଇଁ
ନିଅଣ୍ଟିଆ କିରୋସିନିରେ !!!
ସମୟର ବାଟରେ
ବାଟ ଛାଡିଲାନି ବୋଲି କିଏ
ହଜେଇ ଦବୁନି ସ୍ୱପ୍ନ___
ସମୟ ବଦଳେ ବୋଲିତ
ଗୀତ ବଦଳେ
ଛନ୍ଦ ବଦଳେ ॥
ଠେକୁଆ ର ଦମ୍
ହଜିଯିବ
ଯେମିତି ଧସୁଥାଏ ମାଟି_
ନଈ ର ପ୍ରଖର ସୁଅରେ !!!

Pearl dental clinic
Near Ashish Medical Store, Bhawanipatna
କୋଲନରା,ରାୟଗଡା
ମୋ : ୮୯୧୭୩୨୪୫୨୫

Udyog Nursery
Udyogi Nursery

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.