ଅସହାୟଙ୍କ ସେବା ପାଇଁ ପରିଚିତ ସମାଜସେବୀ ରବିନାରାୟଣ ପଟ୍ଟନାୟକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଯେଉଁ ସମୟରେ ଅସହାୟ ଲୋକ ଦେଖନ୍ତି ସେତେବେଳେ ତାଙ୍କ ସେବା ପାଇଁ ଆଗରେ ଥାଆନ୍ତି ସମାଜସେବୀ ରବିନାରାୟଣ ପଟ୍ଟନାୟକ । ଦୁର୍ଘଟଣା ସମୟରେ ରୋଗୀକୁ ଡାକ୍ତରଖାନା କୁ ଆଣିବା ଠୁ ନେଇକି ତା’ର ଯତ୍ନ ନେବା ପଯ୍ୟନ୍ତ ସବୁବେଳେ ପ୍ରଶଂସା ପାଇଛନ୍ତି ଶ୍ରୀ ପଟ୍ଟନାୟକ । ଏହା ସହ ରକ୍ତଦାନ କରିବା ସହିତ ରକ୍ତ ଅଭାବ ସମୟରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରିଥାନ୍ତି । ଏହା ସହ ଦୈନିକ ଖବର କାଗଜରେ ଶାଣିତ ସ୍ତମ୍ଭ ଲେଖା ପାଇଁ ମଧ୍ୟ ସେ ବେଶ୍ ପରିଚିତ । ଏହି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି । ଟାଇମ୍ସ ୱର୍ନ ସେବା ସମ୍ମାନ ୨୦୨୩, ଜୟଦୂର୍ଗା ଫାଉଣ୍ଡେସନ ସମ୍ମାନ, ଉତ୍ସର୍ଗ କଲ୍ୟାଣ ସେବା ସମ୍ମାନ ୨୦୨୪ ଇତ୍ୟାଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ପଟ୍ଟନାୟକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.