ଦେଓଗାଁ-କୁଠୁଲା ରାସ୍ତାରେ ଦୁର୍ଘଟଣା; ଜଣେ ମୃତ ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୈାଡ): ଦେଓଗାଁ ଥାନା ଅନ୍ତର୍ଗତ ସିକୁଆ ଛକ ଠାରେ ମା କ୍ରସର ର ଏକ ହାବାଇ ଗାଡି ବାଇକ କୁ ଧକ୍ଜା ଦେବାରୁ ବାଇକ ଆରୋହି ଜଣ କ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ତେବେ ପୁଲିସ ର ଉପସ୍ଥିତି ରେ ଦୁର୍ଘଟଣା ସ୍ଥଳରୁ ହାବାଇ ଗାଡି ଫେରାର ହୋଇଯିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ବରଗଡ଼ ଜିଲ୍ଲା ର ହୋଇଥିବା ବେଳେ ସେମାନେ ଏକ ସାମାଜିକ କାର୍ଯ୍ୟ ରେ ଯୋଗ ଦେବା କୁ ଆସିଥିଲେ ବୋଲି ଲୋକଙ୍କ ଠାରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.