ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଜୁନାଗଡ଼ ସତସଙ୍ଗ କେନ୍ଦ୍ର ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ବିଶ୍ବ ସତସଙ୍ଗର ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ତାଙ୍କର ଭାରତ ପରିକ୍ରମା କ୍ରମରେ ଜୁନାଗଡ ସତସଙ୍ଗ କେନ୍ଦ୍ରରେ ପହଞ୍ଚିଥିଲେ।ଉପସ୍ଥିତ ଗୁରୁ ଭ୍ରାତା ଓ ମା ମାନଙ୍କୁ ଆଚାର୍ଯ୍ୟ ଦେବ ଇଷ୍ଟ ପଥରେ ଚାଲିବା ପାଇଁ ପ୍ରେରଣା ଦେଇ ଆର୍ଶିବଚନ ଦେଇଥିଲେ। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କୁ ସ୍ବାଗତ ଜଣାଇବା ପାଇଁ ସତସଙ୍ଗ କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ନାୟକ, ସ.ପ୍ର.ଋ, ସମ୍ପାଦକ ଜଗନ ଚନ୍ଦାନୀ, ପୂର୍ବତନ ଜୁନାଗଡ ବ୍ଲକ ଅଧ୍ଯକ୍ଷ ରଶ୍ମୀ ରଞ୍ଜନ ନାୟକଙ୍କ ସହ ଜୁନାଗଡ଼ ବ୍ଲକର ବହୁ ଗୁରୁ ଭାଇ ଓ ମା ମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.