ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ପକ୍ଷରୁ ମେଗା ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଓଡ଼ିଆ ବାର୍ତ୍ତା/ କଟକ ସଦର (ଜଗନ୍ନାଥ ଆଚାର୍ଯ୍ୟ): ଗ୍ରାମାଞ୍ଚଳ ରେ ଗରିବ ମଧ୍ୟବର୍ତ୍ତୀ ପରିବାର ଜନ ସାଧାରଣ ଘର ଦୁଆର ମୁହଁରେ ଉନ୍ନତ ଧରଣ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ଏହି ଲକ୍ଷ କୁ ଆଖି ଆଗରେ ରଖି କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ୟୁନିୟନ ଫର କଟକ ସଦର ଡେଭଲମେଣ୍ଟ ର ସଭାପତି ମନୋଜ ନାୟକଙ୍କ ତତ୍ୱାବଧନ ରେ ଉତ୍କଳ ହସ୍ପିଟାଲ ର ସହଯୋଗରେ ୪୨ମୌଜାର କଳାପଡା କଲ୍ୟାଣମଣ୍ଡପ ରେ ମେଘା ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି |ଏହି ସ୍ୱାସ୍ଥ୍ୟ ଶିବିରରେ ଚକ୍ଷୁ, ସ୍ତ୍ରୀ ରୋଗ, ମେଡ଼ିସିନ, ସ୍ନାୟୁରୋଗ, ଅର୍ଥପେଡ଼ିକ ଆଦି ବିଭାଗର ଅଭିଜ୍ଞ ଡାକ୍ତର ମାନେ ଯୋଗଦେଇ ସ୍ଥାନୀୟ ଅଞ୍ଚଳ ର ୬୨୬ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ନିଃଶୁକ୍ଳ ମେଡ଼ିସିନ ଏବଂ ୨୦୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଚଷମା ପ୍ରଦାନ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.