ନିଜ ଘରେ ଯୁବକଙ୍କ ଆତ୍ମହତ୍ୟା : ଗ୍ରୁପ ଋଣ ହୋଇପାରେ କାରଣ

ଜୁନାଗଡ଼,୧୫/୧୦ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ତଲମଲା ଗାଁର ରବି ଚନ୍ଦ୍ର ନାଏକଙ୍କ ବଡପୁଅ ସରତ ଚନ୍ଦ୍ର ନାଏକ ନିଜେ ଘରେ ଦୌଡ଼ି ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୋମବାର ସନ୍ଧ୍ୟା ୭ଟାରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଆଜି  ପୋଲିସ ପ୍ରଶାସନ ଉପସ୍ଥିତରେ ଶବକୁ କାଢି ବେବଛେଦ ପାଇଁ ଜୁନାଗଡ଼ ମୁଖ୍ୟ ଡ଼କ୍ତରଖନାକୁ ପଠାଇ ଦିଆଯାଇଛି ।  ଗ୍ରୁପ ଋଣ ପଇସା ସୁଝିନପରିବା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Omkar Vasthu
Omkar Vasthu
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.