କର୍ଲାମୁଣ୍ଡା,୧୭/୧୨:
କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଳକ ରେ ରବିବାର କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ଲଘୁଚାପ ଜନିତ ବର୍ଷା ର ଆଗୁଆ ସୂଚନା ଦେବା ପାଇଁ ଡ଼ାକବାଜି ଯନ୍ତ୍ର ର ବ୍ୟବହାର କରାଯାଇଛି। ଏଥିରେ ମ, ରାମପୁର ବ୍ଳକ ସହ କୃଷି ଅଧିକାରୀ ସମସ୍ତ ପଂଚାୟତ ପାଇଁ ଦୁଇଟି ଗାଡ଼ିରେ ଡ଼ାକବାଜି ଯନ୍ତ୍ର ଲଗାଇ ସମସ୍ତ କୃଷିଅଧୀଦର୍ଶକ ମାନଙ୍କୁ ନେଇ ଚାଷୀ ମାନଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଥିଲା।
ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳ କଳାହାଣ୍ଡି ଙ୍କ ନିର୍ଦ୍ଦେଶ ପାଇବା ପରେ ଚାଷୀ ମାନଙ୍କୁ ସଚେତନ କରୁଥିବା ମ, ରାମପୁର ସହ କୃଷି ଅଧିକାରୀ ପ୍ରକାଶ କରିଛନ୍ତି ।
କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in
For latest news updates
Please subscribe to notifications by clicking on the bell button.
Like us on facebook
http://www.facebook.com/odiabarta/
Subscribe us on youtube