କାଶିପୁର,୧୪/୧୨ (ହୃଷିକେଶ ସାହୁ) : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଉତ୍କଳ ଆଲୁମିନା କାରଖାନା ନିକଟବର୍ତି ଡି କୋରଳ ଛକ ଠାରେ ଭାରସାମ୍ୟ ହୋରାଇ ବାଇକ୍ ଦୂର୍ଘଟଣା ଘଟି ଜଣେ ଆହତ ହୋଇଛନ୍ତି। ଆହାତ ବ୍ୟକ୍ତି ଜଣକ ହେଉଛନ୍ତି ଡଙ୍ଗାସିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଜେର ଗ୍ରାମର ପିତବାସ ମୁଦୁଲି। ଆହତଙ୍କୁ ନୂଆପଡ଼ା ସ୍ତିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।