ପରମାନନ୍ଦ ବାଳ ଅନାଥ ଶ୍ରମରେ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗ୍ରହ

ବୀରମହାରାଜପୁର,୧୮/୧୨ (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କମିରା ପରମାନନ୍ଦ ବାଳ ଅନାଥାଶ୍ରମରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସମାଜସେବୀ ରାମ ପ୍ରସାଦ କର୍ଣ୍ଣ ଓ ସମ୍ମାନୀୟ ଅତିଥି ସମାଜସେବୀ ଶତ୍ରୁଘନ ମେହେର (ପାନିବଲା) ଯୋଗଦେଇ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ପ୍ରଥମ ରକ୍ତ ଦାତା ବିବେକାନନ୍ଦ ସାହୁ, ପ୍ରତିଷ୍ଠାତା ଓ ସଭାପତି ତପନ କୁମାର ପଧାନ, ସଂପାଦକ ସପନ କୁମାର ପଧାନ, ରାମପ୍ରସାଦ କର୍ଣ୍ଣ, ପ୍ରଦୀପ କୁମାର ସାହୁ, ଶ୍ରବଣ ସାହୁ, ଗଜେନ୍ଦ୍ର ପଧାନ, ବିନିତ ଗୁରୁ, ଦୟାନିଧି ମେହେର, ଶମ୍ଭୁଶ୍ଵର ସେଠୀ, ଅନିଲ ପଧାନ,

ନାରାୟଣ ପ୍ରସାଦ ଅଗ୍ରୱାଲ, ନରେନ୍ଦ୍ର ପଧାନ, ଭୁଲିରାଣୀ ପଧାନ, ପଦ୍ମନାଭ ସାହୁ, ରାଧେ କର୍ମୀ, ରାକେଶ କୁମାର କର୍ମୀ, ସିନ୍ଦୁ ମେହେର, କିଶୋର ମେହେର, ପପୁନ ପଧାନ, ଅଚ୍ୟୁତାନନ୍ଦ ସାହୁ, ପ୍ରକାଶ ବାରିକ, ଉମେଶ ଭୋଇ, ବାପୁନ ପାଢୀ, ଅତୁଲାନନ୍ଦ ପଧାନ, ରାଜକୁମାର ପଧାନ, ଆଶିଷ ଷଡଙ୍ଗୀ, ସାଗରିକା ବାରିକ, ଦିଲ୍ଲୀପ ସାହୁ, ଶତ୍ରୁଘନ ମେହେର, କୁଞ୍ଜବିହାରୀ ପଧାନ,ସତ୍ଯାସତ୍ୟାନନ୍ଦ ଭୋଇ, ତପନ କୁମାର ପଧାନ, ଗଙ୍ଗାଧର ପଧାନ, ବିଭୁତି ଭୋଇ,

କଳାକାହ୍ନୁ ମେହେର, ଶ୍ରୀଦାସ ବାରିକ, ସବ୍ୟରାଣୀ ଭୋଇ, ବିକାଶ ବାରିକ, ଯୁଧିଷ୍ଠିର ପଧାନ, ସଞ୍ଜୟ ପଧାନ, ଜଗଦୀଶ ପଧାନ, ଶ୍ରୀପତି ପଧାନ ପ୍ରମୁଖ ରକ୍ତ ଦାତା ମାନେ ଉପସ୍ଥିତ ରହି ଅନ୍ୟ ଏକ ଜୀବନ ବଞ୍ଚାଇବାରେ ରକ୍ତ ଦାନ କରିଥିଲେ । ସୁଧିର ମେମୋରିଆଲ କ୍ରିକେଟ କ୍ଲବ ର ସମସ୍ତ ସଦସ୍ଯ ଓ ଆଶା କର୍ମୀ ବିନୋଦିନୀ ପଧାନ, ଗଜେନ୍ଦ୍ର ପଧାନ, ପିତାମ୍ବର ପଧାନ, ଶ୍ରୀନିବାସ ପଧାନ, ନରେଶ ପଧାନ, ସୌମିତ୍ରିସାହୁ,ପ୍ରମୁଖ ସହଯୋଗ କରିଥିଲେ ।

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.