Breaking : ଛତ୍ରପୁର ସଟ୍ ଡାଉନ୍

ଲାଞ୍ଜିଗଡ,୧୩/୬ : ଆଜି ସନ୍ଧ୍ୟା ୬ ଘଣ୍ଟା ଠାରୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଛତ୍ରପୁର ଗାଁକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ରାଜୀବ ମାଝୀ । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଛତ୍ରପୁର ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା -୨୪ ତା: ୧୩/୬/୨୦୨୦ ରିଖରେ ଉଲ୍ଲେଖ ରହିଛି ଯେ, କରୋନା ସଂକ୍ରମଣ ଯୋଗୁଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜୁନ ୧୩ ତାରିଖ ଶନିବାର ସଂନ୍ଧ୍ୟା ୬ ଘଣ୍ଟା ଠାରୁ ଜୁନ ୧୫ ସୋମବାର ସଂନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଛତ୍ରପୁର ଗାଁକୁ ସଟ୍ ଡାଉନ୍ ଘୋଷଣା କରାଗଲା । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।

Omkar Vasthu
Omkar Vasthu

ଏଠାରେ ସୂଚନା ଯୋଗ୍ୟଯେ, ଲାଞ୍ଜିଗଡ ବ୍ଲକ, ପଡୋଷୀ ବ୍ଲକ ତଥା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ସରପଞ୍ଚମାନେ ଜରୁରୀ ସ୍ଥିତିରେ ସଟ୍ ଡାଉନ୍ ଘୋଷଣା କରୁଛନ୍ତି ।

Pearl dental clinic
Near Ashish Medical Store, Bhawanipatna
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.