ମହିଳା ମହାବିଦ୍ୟାଳୟ ଏନଏସଏସ ଓ ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ ମିଳିତରେ ବୃକ୍ଷରୋପଣ

ରାୟଗଡ,୧୮/୬: ରାୟଗଡ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ( ଏନଏସଏସ) ଓ ଝଂଜାବତୀ ମହିଳା ୱାକର୍ସ କ୍ଲବର ମିଳିତ ସହଯୋଗରେ ରାୟଗଡ ସହର ରିଙ୍ଗ ରୋଡ ସ୍ଥିତ ଢେପ ସାହି ଠାରୁ ଅଣ୍ଟାରିଗୁଡା ଗ୍ରାମ ପର୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ପ୍ରାୟ ୫୦ଟି ପ୍ରକାର ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କାର୍ଯ୍ୟକାରିଣୀ ଅଧିକାରୀ ଡଃ.ଅମ୍ବିକା ପଟ୍ଟନାୟକ, ଝଞ୍ଜାବତୀ ମହିଳା ୱାକର୍ସ କ୍ଲବର ସଭାପତି ଶ୍ରୀମତି କେ.ପି.ସାହାଣି, ଶ୍ରୀମତି ରୁବିରାଣୀ କୁଣ୍ଡୁ , ଶ୍ରୀମତି ସରସ୍ୱତୀ ସାହୁ, ଡଃ. ସରିତା, ଶ୍ରୀମତି ସୁଜାତା ମାଦଳା, ଶ୍ରୀମତି କଳ୍ପନା ଦାଶ, ଶ୍ରୀମତି ସଂଯୁକ୍ତା ମିଶ୍ର, ଶ୍ରୀମତି ଲିନା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମକୁ ବିଶିଷ୍ଠ ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ଉଦଘାଟନ କରିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.