ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚାକିରି ସୁଯୋଗ – ଅକ୍ଟୋବର ୧୪ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧିନରେ କୋରାପୁଟ ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ୧୦ଟି ଜୁନିଅର କ୍ଲର୍କ କମ୍ ଆକାଉଣ୍ଟାଣ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୧୪ ପୂର୍ବରୁ ଡାକ ଯୋଗେ ଆବେଦନ କରିପାରିବେ।

ପଦବୀ ନାମ – ଜୁନିଅର କ୍ଲର୍କ କମ୍ ଆକାଉଣ୍ଟାଣ୍ଟ

ପଦବୀ ସଂଖ୍ୟା – ୧୦

ସ୍ଥାନ

କୋରାପୁଟର ବିଭିନ୍ନ ଆଦର୍ଶ ବିଦ୍ୟାଳୟ(ଯଥା – ବନ୍ଧୁଗାଁ, ବୈପାରୀଗୁଡ଼ା, ବୋରିଗୁମ୍ମା, ଦଶମନ୍ତପୁର, ଜୟପୁର, କୁନ୍ଦୁରା, ଲକ୍ଷ୍ମୀପୁର, ନନ୍ଦପୁର, ନାରାୟଣପାଟଣା ଏବଂ ସେମିଳିଗୁଡ଼ା)

ବେତନ

୮,୮୮୦ ଟଙ୍କା(ମାସିକ)

ଆବେଦନ ପାଇଁ ବୟସ ସୀମା –

ସର୍ବନିମ୍ନ ୨୧ ବର୍ଷ
ସର୍ବାଧିକ ୩୨ ବର୍ଷ

ଶିକ୍ଷାଗତ ଯୋଗ୍ୟତା

ଯେକୌଣସି ବିଷୟରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ
କମ୍ପ୍ୟୁଟର ଏବଂ ଟାଲିରେ ଜ୍ଞାନ ରଖିଥିବା ଆବଶ୍ୟକ
ଉଭୟ ଓଡ଼ିଆ ଏବଂ ଇଂରାଜୀ ଜାଣିଥିବା ଆବଶ୍ୟକ

ଆବେଦନର ମାଧ୍ୟମ – ଡାକ ଯୋଗେ ଆବେଦନ କରିପାରିବେ

ଆବେଦନ ଫି – ୨୦୦ ଟଙ୍କା

ଆବେଦନ ପାଇଁ ଶେଷ ତାରିଖ – ୧୪ ଅକ୍ଟୋବର ୨୦୨୦

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.