ମ.ରାମପୁରରେ ନୂତନ ସିଡ଼ିପିଓଙ୍କ ଯୋଗଦାନ

କଳାହାଣ୍ଡି: ଜିଲ୍ଲା ମ.ରାମପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଭାବରେ କୁସୁମ କୁମାରୀ ପ୍ରହରାଜ ଯୋଗଦାନ କରିଛନ୍ତି । ସେ ଏହା ପୂର୍ବରୁ ଲାଂଜିଗଡ଼ ସିଡ଼ିପିଓ ଭାବରେ କାର୍ଯ୍ୟରତ ଥିବାବେଳେ ସେ ଏଠାରେ ଯୋଗଦେଇ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସଂପାଦନ କରିବେ ବୋଲି କହିଛନ୍ତି । ମ.ରାମପୁରରେ କାର୍ଯ୍ୟରତ ସିଡ଼ିପିଓ ଅର୍ଚ୍ଚନା କହଁରଙ୍କୁ ସାନଖେମୁଣ୍ଡି ବ୍ରହ୍ମପୁରକୁ ବଦଳି ହେଇଥିବା ଜଣାଯାଇଛି । ପ୍ରଥମ ଦିବସରେ ତାଙ୍କୁ କାର୍ଯ୍ୟାଳୟରେ ମହିଳା ପରିଦର୍ଶିକା ଏବଂ ଅଙ୍ଗନୱାଡ଼ିକର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Omkar Vasthu
Omkar Vasthu

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.