ମାନଝରିଠାରେ ଉଦ୍ଘାଟିତ ହେଲା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଠାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ପୂର୍ବରୁ ମାନଝାରି ଠାରେ ଏକ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଥିଲା ତାହା ଉନ୍ନୀତ ହୋଇ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି। ଏହାକୁ ସ୍ଥାନୀୟ ସରପଞ୍ଚ ଗିରିଧାରୀ ତେଜି ଫିତା କାଟି ଶୁଭ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସିଏଚଓ ଓ ଓ୍ବାର୍ଡ ସଭ୍ୟମାନେ ଉପସ୍ଥିତଥିଲେ।

ଗୋଲାମୁଣ୍ଡା ପ୍ରତିନିଧି ସୁଶିଲ କୁମାର ତେଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.